csstore

ଆର୍ମି ଡଗ୍ ସ୍କ୍ୱାର୍ଡର ସମରକଳା ପ୍ରଦର୍ଶନ

ଖୋର୍ଦ୍ଧା : ସ୍ଥାନୀୟ କୋଣାର୍କ ନଗର ସ୍ଥିତ ପଡିଆରେ ଆର୍ମି ଡଗ ସ୍କ୍ୱାର୍ଡର ସ୍ୱତନ୍ତ୍ର ସମର କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନଗର ବିକାଶ ପରିଷଦର ଅନୁରୋଧ କ୍ରମେ ମିରଟରୁ କୋଲକାତା ଅଭିମୁଖେ ଯାଉଥିବା ଆର୍ମିର ଡଗ ସ୍କ୍ୱାର୍ଡର ଟିମ୍ ଯୁଦ୍ଧ ସମୟରେ ତାଲିମ ପ୍ରାପ୍ତ କୁକୁରମାନେ କିପରି ସୈନିକ ମାନଙ୍କୁ ସହାୟତା କରନ୍ତି ଏବଂ ଶତ୍ରୁ ଦମନରେ ଡଗ୍ ସ୍କ୍ୱାର୍ଡ କିପରି ସହାୟତା କରେ ସେସବୁ ପ୍ରଦର୍ଶନ କରିଛନ୍ତି ।

jayashree
Leave A Reply

Your email address will not be published.