ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର କରି ୨ ଗିରଫ

ସମ୍ବଲପୁର : ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର । ବାଘ ମୁଣ୍ଡ ଜବତ ସହ ୨ ଜଣ ଗିରଫ ହୋଇଛନ୍ତି । ରେଢ଼ାଖୋଲ ବନ ବିଭାଗ ଚଢ଼ାଉ କରି ଖୋଲ ଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାର ହୋଇଥିବା ଏକ ବାଘର ଗଳିତ ମୁଣ୍ଡକୁ ଜବତ କରାଯାଇଛି । ଏ ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଚାରି ଜଣ ଶିକାରି ଫେରାର ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.