କଣ୍ଟାବାଞ୍ଜି ପୋଲିସକୁ ମିଳିଲା ବଡ଼ ସଫଳତା : ନିଖୋଜ ୬ଟି ମୋବାଇଲ ଫୋନକୁ ଉଦ୍ଧାର କରି ମାଲିକଙ୍କୁ କଲା ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ନିଖୋଜ ମୋବାଇଲ ଫୋନ୍‌କୁ ନେଇ ଥାନାରେ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ମାମଲା ରୁଜୁ କରି ଆଜି ଭିନ୍ନ ଭିନ୍ନ ସ୍ଥାନରୁ ନିଖୋଜ ୬ଟି ମୋବାଇଲ ଫୋନ ଉଦ୍ଧାର କରି ନିଜ ନିଜ ମାଲିକ ମାନଙ୍କୁ ଥାନାକୁ ଡାକି ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.