‘ବିଶ୍ୱବାଣୀ’ ସମ୍ମାନ ପାଇଲେ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜୟଦେବ ଭବନରେ ବରିଷ୍ଠ ସାମ୍ବାଦକ ସୁଧୀରେନ୍ଦ୍ର ପରିଜା ବିଶ୍ୱାଣୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦୈନିକ ସମ୍ମାଦ ପତ୍ର ‘ବିଶ୍ୱବାଣୀ’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ‘ସମାଜ’ର ଅନୁଗୁଳ ପ୍ରତିନିଧି ଭାବରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀ ପରିଜାଙ୍କୁ ଜଣେ ନିର୍ଭିକ, ନିରପେକ୍ଷ ତଥା ସ୍ୱଚ୍ଛ ସାମ୍ବାଦିକ ଭାବରେ ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.