ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା । ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଇ ସରକାରୀ ଯୋଜନାର ସଫଳ ରୂପାୟନ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ କହିବା ସହିତ ଲୋକମାନଙ୍କ ଗହଣରେ ରହି ଲୋକଙ୍କ ସୁବିଧା ଅସୁବିଧା ବୁଝି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା ।

jittmm
Leave A Reply

Your email address will not be published.