ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ବୁଧବାର ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଆଗତ ହେବ ପାଖାପାଖି ୧୬ଟି ବିଧେୟକ । କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି । ତାହା ଉପରେ ପୁଣି ଆଲୋଚନା କରାଯାଇ ପାରିତ କରାଯିବ । ଡିସେମ୍ବର ୨୯ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ।

Leave A Reply

Your email address will not be published.