ଅଜଣା ଗାଡି ଧକ୍କାରେ କୃଷ୍ଣ ସାର ମୃଗର ମୃତ୍ୟୁ : ମୃତଦେହ ଜବତ କଲା ବନବିଭାଗ

ସାନଖେମୁଣ୍ଡି : ଆସିକା ଦିଗପହଣ୍ଡି ମୁଖ୍ୟ ରାସ୍ତାରେ କୃଷ୍ଣ ସାର ମୃଗକୁ ଧକ୍କା ଦେଲା ଅଜଣା ଗାଡି । ଭାଲିଆଝୋଳା ରାସ୍ତା କଡରେ ପଡି ରହିଛି ମୃଗର ମୃତଦେହ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କୃଷ୍ଣ ସାର ମୃଗ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ଗାଡି ଧକ୍କା ଦେଲା କେମିତି ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ ପରେ ଜଣାପଡିବ ।

Leave A Reply

Your email address will not be published.