ଫେବୃଆରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା, ୩୪ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀରେ ହୋଇପାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା । ଏନେଇ ସିବିଏସ୍‌ଇ ପକ୍ଷରୁ ପ୍ରସ୍ତୁତ କରାଯାଉଛି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଖୁବ୍‌ଶୀଘ୍ର ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ନେଇ ସମୟ ସୂଚୀ ପ୍ରକାଶ ପାଇବ । ଚଳିତ ବର୍ଷ ପ୍ରାୟ ୩୪ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି ।

Leave A Reply

Your email address will not be published.

error: Content is protected !!