ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନଙ୍କ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନେ ଷ୍ଟ୍ରିଟ୍ ପ୍ଲେ କରି ଜନସାଧାରଣଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସଚେତନ କାର୍ୟ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ ଏଥିପାଇଁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ କାର୍ୟ୍ୟକ୍ରମରେ ଭାଗ ନେଇଥିବା କଲେଜର ଛାତଛାତ୍ରୀମାନଙ୍କୁ ପ୍ରଶଂସା କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!