ମୋ ସେବା କେନ୍ଦ୍ରରେ ଆସନ୍ତା ୩୧ ଡିସେମ୍ବର ସୁଦ୍ଧା ପଞ୍ଜିକରଣ କରିବା ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷକ ଭାଇଭଉଣୀମାନେ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜିକରଣ ସହିତ ନିଜର ଜମିଜମା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରି ପନିପରିବା, ଫଳ ଓ ଫୁଲ ଚାଷ, ମାଛଚାଷ ଏବଂ ପ୍ରାଣୀଧନ ପାଳନ ଭଲି ଯୋଜନାର ସୁଫଳ ପାଆନ୍ତୁ । ମୋ ସେବା କେନ୍ଦ୍ରରେ ଆସନ୍ତା ୩୧ ଡିସେମ୍ବର ସୁଦ୍ଧା ପଞ୍ଜିକରଣ କରାଇ ନିଅନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.