ଶ୍ୟାମାକାଳୀ ପୂଜା ପାଇଁ ନିଜିଗଡ଼ ଗ୍ରାମ ଉତ୍ସବ ମୁଖର

ତିଗିରିଆ : ଆଠଗଡ଼ ତିଗିରିଆ ବ୍ଲକ ନିଜିଗଡ଼ ଗ୍ରାମରେ ଦୀପାବଳୀଠାରୁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଛି । ଗ୍ରାମରେ ୧୭ଟି ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କୁ ଜୀବନ୍ୟାସ ପ୍ରଦାନ ସହ ପୂଜାର୍ଚ୍ଚନା କରାଯାଇଛି । ପାଗ ଅନୁକୂଳ ହୋଇଥିବାରୁ ବେଶ୍ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ ହେଉଛି । ୯ ଦିନ ବ୍ୟାପୀ ହେବାକୁ ଥିବା ଏହି ଯାତ୍ରା ଆସନ୍ତା ୨ ତାରିଖରେ ସମାପନ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.