ପାର୍ବତୀ ଗିରି ବାଳନିକେତନରେ ଦୀପାବଳୀ ପାଳନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଲୋକର ପର୍ବ ହେଉଛି ଦୀପାବଳୀ । ଏହି ଉପଲକ୍ଷେ ସାରା ଜିଲ୍ଲାବାସୀ ଏହି ପର୍ବଟିକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନୀତିନ କୁଶଳକର ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳନିକେତନକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ଦୀପାବଳୀ ପାଳନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଆଇଆଇସି ଶ୍ରୀକନ୍ତ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.