jayashree

ବାଣ ଦୋକାନ ଉପରେ ବିଏମ୍‌ସି ରଖିଛି କଡା ନଜର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୀପାବଳିକୁ ଦୃଷ୍ଟିରେ ରଖି ବାଣ ଦୋକନ ଉପରେ ନଜର ରଖିଛି ବିଏମ୍‌ସି । ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏଥିସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସି ଟିମ୍‌ ଚଢ଼ଉ କରିବା ସହ ଯାଞ୍ଚ କରୁଛନ୍ତି । ବାଣ ଦୋକାନରେ ସୁରକ୍ଷା ନିରାପତ୍ତା ଓ ଅଗ୍ନି ନିର୍ବାପକ ଉପରେ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.