csstore

ବଲାଙ୍ଗିର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘର ନୂତନ କର୍ମକର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଆଇଟିଏମ୍‌ ପଛ ପଟ ଫାର୍ମ ହାଉସଠାରେ ବଲାଙ୍ଗିର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଚେୟାରମେନ ବରୁଣ କୁମାର ହେର୍ଣ୍ଣା, ଭାଇସ ଚେୟାରମେନ ଅଶୋକ କୁମାର ସାହୁ, ସଭାପତି ପ୍ରେମଜିତ କୁମାର, ଉପ-ସଭାପତି ଅନନ୍ତ ବାନ୍ଦକୀ, ସଂପାଦକ ସୁଦାମ ଚରଣ ଦାଶ, ସହ-ସଂପାଦକ ନିରଞ୍ଜନ ବାଗ, କୋଷାଧ୍ୟକ୍ଷ ସୁଶାନ୍ତ ପୁରୋହିତ । ଉପଦେଷ୍ଟା ମଣ୍ଡଳୀ ଶରତ କୁମାର ତ୍ରିପାଠୀ, ରଂଜିତ ବେହେରା, କାର୍ଯ୍ୟକାରୀ କମିଟି ବିଘ୍ନରାଜ ପଟ୍ଟନାୟକ, ନରେନ୍ଦ୍ର ନିହାଲ, ଦୟାନିଧି ଭାଟି, ମଦନ ମୋହନ ରଥ, କମଲଜିତ ସାହୁ, ନିରାକର ସାଏ, ବୁଲୁ ମେହେର ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ସୁଲଭ ମୂଲ୍ୟରେ ସମଗ୍ରୀ ପ୍ରଦାନ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ବ୍ଲକ, ଏନ୍‌ଏସିରେ ନୂତନ କର୍ମକର୍ତ୍ତା ସଂଗଠିତ କରିବାକୁ ନିଷ୍ପତ୍ତି ନେଇଛି ।

jayashree
Leave A Reply

Your email address will not be published.