ଉଡାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସିଦ୍ଧାର୍ଥ ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଅତିଥି ଭାବେ ଘୁଚିପାଲି ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନନ୍ଦ, ଶିରାବହାଲ ସ୍କୁଲ ପ୍ରଧାନ ଶିକ୍ଷକ ଆଶିଷ ବାରିକ, ବ୍ରାହ୍ମଣୀଜୋର ହାଇସ୍କୁଲ ଶିକ୍ଷକ ପ୍ରତିପ ଛତ୍ରିଆ, ସମାଜସେବୀ ତରଣି ଛତ୍ରିଆ ଓ ପ୍ରମୋଦ ମୁଗ୍ରି ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବଳଦେବ ଛତ୍ରିଆ, ଶିବ ଛତ୍ରିଆ, ଅରୂପା ନନ୍ଦ, ଟିକେଶ୍ୱର୍ ଛତ୍ରିଆ, ବରୁଣ ନନ୍ଦ, ବିକି ଛତ୍ରିଆ ଗୋପାଳ ସୁନା ସହ ଦୁର୍ଗାପୂଜା କମିଟିର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!