ଦାନଗଦି ବ୍ଲକରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ ଅହିଂସା ରଥ ସ୍ବାଗତ କାର୍ୟ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଞ୍ଝାରପୁର ବ୍ଲକରେ ଅହିଂସା ରଥ ପରିକ୍ରମାରେ ତ୍ରିରଙ୍ଗା ପଦଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟାକ୍ରମ ଆୟୋଜିତ ହୋଇଥିଲା । ବ୍ୟାସନଗର ପୌରାଞ୍ଚଳରେ ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.