csstore

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟରେ ପୁରସ୍କୃତ ହେଲେ ଜେଭିଅର ସ୍କୁଲର ଛାତ୍ରଛାତ୍ରୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଜେଭିଅର ସ୍କୁଲର ଆରାଧନା ଦାଶ, ଆଦ୍ୟାଶା ପଟ୍ଟନାୟକ, ହର୍ଷବର୍ଦ୍ଧନ କରନ, ଦିଗଦନ୍ତ ମିଶ୍ର, ଶ୍ରେୟାଂଶି ପି. ଚିଣ୍ଡା, ଆଦ୍ୟାଶା ଆଦର୍ଶିତା ମିଶ୍ର, ନୟନିକା ତ୍ରିପାଠୀ, ପ୍ରିତେଶ ବାରିକ, ଗୌରଭ ଛତ୍ରିଆ, ଶ୍ରେୟାଂଶି ମେହେର ପ୍ରମୁଖଙ୍କୁ ଅତିଥି ମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।

jayashree
Leave A Reply

Your email address will not be published.