ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ପାଳିତ

ବାହାରିନ୍‌ : ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାହାରିନ ଓଡିଆ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ବସବାସ କରୁଥିବା ବହୁ ପ୍ରବାସୀ ଭାରତୀୟ ଯୋଗ ଦେଇ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠାନର ସଭାପତି ଅରୁଣ କୁମାର ପ୍ରହରାଜଙ୍କ ଘରେ ଅନୁଷ୍ଠିତ ଏହି ପୂଜାରେ ସ୍ଥାପନ ପୂଜା, ବିଶ୍ୱଶାନ୍ତି ଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.