ବେହେରାପାଲି ସ୍ଥିତ ନିଳାଦ୍ରୀବିହାରରେ ସାଇକେଲ ଚୋରି କଲା ଚୋର : ସିସିଟିଭିରେ କଏଦ ହେଲା ଚୋରି ସମୟର ପୁରା ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବେହେରାପାଲି ସ୍ଥିତ ନିଳାଦ୍ରୀ ବିହାରରେ ଜଣେ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତ୍ରୀରେ ଜଣେ ଚୋର ଘରେ ପଶି ସାଇକେଲ ଚୋରି କରିନେଇଥିବା ବେଳେ ଏହି ଚୋରି ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡିଛି । ତେବେ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋଇବାଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.