ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ବାର୍ତ୍ତା ନେଇ ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ ଗତକାଲି ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ସୁନ୍ଦରପଦା, ପୁରୁଣା ଭୁବନେଶ୍ଵର, ଝାରପଡା, ବଡଗଡ, ଭିଏସଏସ ନଗର, ଚନ୍ଦ୍ରଶେଖରପୁର, ଡୁମୁଡୁମା, ସୈନିକ ସ୍କୁଲ ଇତ୍ୟାଦି ଅଞ୍ଚଳରେ ରଥକୁ ଭବ୍ୟ ସ୍ୱାଗତ କରିଥିଲେ ସାଧାରଣ ଜନତା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.