lika

ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୨୦୦ ମିଟର ଲମ୍ବା ସହନଶୀଳତା, ଏକତା ଓ ଅଖଣ୍ଡତାର ତ୍ରିରଙ୍ଗା ଯାତ୍ରା

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧୀନତା ଦିବସ ଅବସରରେ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୨୦୦ ମିଟର ଲମ୍ବା ସହନଶୀଳତା, ଏକତା ଓ ଅଖଣ୍ଡତାର ତ୍ରିରଙ୍ଗା ଯାତ୍ରା ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ଓ ବଲାଙ୍ଗିରବାସୀ କୋଶଲ କଳା ମଣ୍ଡପଠାରୁ ବାହାରି ସମ୍ପୂର୍ଣ୍ଣ ସହରର ପରିକ୍ରମା କରିଥିଲା । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଏବଂ ସଭାପତି ଶୋଭନ କୁମାର ଅଗ୍ରୱାଲ ସମସ୍ତ ସାମାଜିକ ଏବଂ ଶିକ୍ଷାନୁଷ୍ଠାନ ତଥା ବଲାଙ୍ଗିରର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଶାଳ ରାଲିରେ ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁ, ମାରୱାଡି ଯୁବା ମଂଚ ଏବଂ ସମୃଦ୍ଧି ଶାଖା, ପଶ୍ଚିମ ଓଡିଶା ଯୁବା ମଂଚ, ନାଗରିକ କମିଟି, ବିଡିଜିଏ, ପୂର୍ବତନ ସୈନିକ ସଂଘ, ସଚେତନ ମହିଳା ମଂଚ, କେବିକେ ଆଇଟିଆଇ, ଦାସ ଟ୍ୟୁଟୋରିଆଲ, ଲଳିତ ନାୟକ ଫାଉଣ୍ଡେସନ, କୁମାର ଇଲେକ୍ଟ୍ରିକାଲର କର୍ମଚାରୀ, ସମଲେଶ୍ୱରୀ ମନ୍ଦିର ଆଳତି କମିଟି, ୟୁଥ୍‌ ଏକ୍ସନ କମିଟି, ପିକେ ଏସୋସିଏଟ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ରୋଟାରି ଇନ୍‌ଲାଇଟ ଉପସ୍ଥିତ ଥିଲେ । ମାହେଶ୍ୱରୀର ଉପଦେଷ୍ଟା ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ସିଆରପିଏଫ୍‌ କମାଣ୍ଡେଣ୍ଟ ପବନ ତିୱାରି, ସେକେଣ୍ଡ କମାଣ୍ଡେଣ୍ଟ ପିତବାସ ପଣ୍ଡା, ଏସିଷ୍ଟେଣ୍ଡ କମାଣ୍ଡେଣ୍ଟ ନୀନା ଶର୍ମା, ଡାକ୍ତର ରାକେଶ କୁମାର, ପିଆରଓ ତେଜରାଜ ମିଶ୍ର, ପ୍ରଭାସ ପାଣିଗ୍ରାହୀ, ଉଦିତ ପଣ୍ଡା, ଚାଇନା ମହାନ୍ତି, କୁନୁ ପଣ୍ଡା, ରଂଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନି, ବନଶ୍ରୀ ଆଚାର୍ଯ୍ୟ, ଶ୍ରେୟା ସାହୁ, ମନୋଜ ଜୈନ, ମନୋରଂଜନ ସାହୁ, ରାମଶଙ୍କର ଶତପଥି, ବିନୋଦ କାଲସାଏ, ଅଭିଷେକ ଦାଶ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥି, ଅମିତ ନାୟକ, ସଂଜୟ ଅଗ୍ରୱାଲ, ସନ୍ଦୀପ ବାଗ, ଅମିତ ଚୈାଧୁରୀ, ସୀମା ଜୈନ, ସୁଷମା ଅଗ୍ରୱାଲ, ରିତେଶ ଅଗ୍ରୱାଲ, ବିରେନ ଅଗ୍ରୱାଲ, ଆଶିଷ ଚୌଧୁରି, ବିକାଶ ସା, ମନୋରଂଜନ ଝାଙ୍କର, ରାହୁଲ ସାହୁ, ରିଙ୍କୁ ପାତ୍ର, ପ୍ରିୟଙ୍କା ପଟ୍ଟନାୟକ, ସୋନିଆ ବେଜ, କିର୍ତ୍ତି କେସ୍ୱାମୀ, କ୍ରିତିକା ଅଗ୍ରୱାଲ, ଅଙ୍କିତା ପଟ୍ଟନାୟକ, ନିକିତା ପଟ୍ଟନାୟକ, ସୁଷମା ବହିଦାର, ପଦ୍ମାଳୟା ବାରିକ, ସୁଭଦ୍ରା ବାରିକ, ସୌମ୍ୟ ରଂଜନ ପଣ୍ଡା, ସାହିଲ ସିଂ ଗଡତ୍ୟା, ସୁମିତ ରାଓ, ସଚିଦାନନ୍ଦ ମିଶ୍ର, ସୌମ୍ୟ ରଂଜନ ବେହେରା, ପ୍ରିତିଶ ସାହୁ, ସୋମନାଥ ଘିବେଲା, ରିତେଶ ଅଗ୍ରୱାଲ, ରାଜ ବାଲୁକେଶ୍ୱର ନନ୍ଦ, ଶିବାନନ୍ଦ ସାହାଣୀ, ରିଙ୍କୁ ମିଶ୍ର, ଲୋକନାଥ ପଧାନ, ବିଜୟ ବେହେରା, ରବି ଖମାରୀ, ରିଲୁ ରଥ, ବିବେକାନନ୍ଦ ପଟେଲ, ଶୁଭମ କୁମାର ସାହୁ, ପିୟୁଷ ମିତ୍ତଲ, ଚିନ୍ମୟ ଅଗ୍ରୱାଲ, ବ୍ରିଜେଶ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ ।

babaa
Leave A Reply

Your email address will not be published.