ଯୁକ୍ତ ଦୁଇ କଳା ପରୀକ୍ଷା ଫଳ : ଇସାରା କୌଶିକ ସୋନପୁର କଲେଜ ଟପର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତ ୮ତାରିଖ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ଇସାରା କୌଶିକ ୮୯ପ୍ରତିଶତ (୫୩୪) ମାର୍କ ରଖି ସୋନପୁର କଲେଜ ଟପର ହୋଇଛନ୍ତି । ସୋନପୁର କଲେଜର ୧୯୦ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ, ୩୯ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ।

Leave A Reply

Your email address will not be published.