centurian jitm

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଚାରା ରୋପଣ

nschool

ରେଙ୍ଗାଲି : ସରଣ୍ଡା ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଅତାବିରା ସେବା କେନ୍ଦ୍ର ପକ୍ଷରୁ ଗୁରୁବାର ଚାରାରୋପଣ କରାଯାଇଛି । ସେବା କେନ୍ଦ୍ରର ବ୍ରହ୍ମାକୁମାରୀ ବନିତା ଭଉଣୀଙ୍କ ତତ୍ୱାବଧାନରେ ତଥା ସରଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ସହଯୋଗିତାରେ ବିଦ୍ୟାଳୟ ପଡିଆର ଚତୁଃପାର୍ଶ୍ଵରେ ୧୦୦ରୁ ଅଧିକ ବହୁ ମୂଲ୍ୟବାନ ଚାରା ରୋପଣ କରାଯାଇଛି ।

Leave A Reply

Your email address will not be published.

error: Content is protected !!