ଭୁବନେଶ୍ୱର, (କେପିଏନ୍ଏସ୍) : ସହରାଞ୍ଚଳରେ ଲୋକମାନଙ୍କ ଗମନାଗମନ ସେବାକୁ ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ‘ଇ-ବସ୍’ ଓ ‘ଇ-ରିକ୍ସା’ର ଲୋକାର୍ପଣ କରିଛନ୍ତି । ମହିଳାମାନଙ୍କ ଭାଗିଦାରିତାକୁ ପ୍ରାଥମିକତା ଦେଇ ପ୍ରାରମ୍ଭିକ ଭାବେ ୧୦ଟି ବସ୍ ଓ ୫୦ଟି ରିକ୍ସା ଚଳାଚଳ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Prev Post