ପୃଥିବୀରେ ମଣିଷର ସର୍ବୋତ୍ତମ ବନ୍ଧୁ ହେଉଛି ବୃକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେ.ଏସ.ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ର ପରିଷଦଙ୍କ ନେତୃତ୍ୱରେ ଓ ବନ ବିଭାଗର ତତ୍ତ୍ୱାବଧାନରେ କଲେଜର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀୟ ଛୁଇଁବନ୍ଦ ପାଖରେ ଥିବା ଖାଲି ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି ।

Leave A Reply

Your email address will not be published.