ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକ ନିଯୁକ୍ତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକ ନିଯୁକ୍ତ ହୋଇଥିବା ଜଣାପଡିଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କ ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଶୁକ୍ରବାର ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ବିଡିଓଙ୍କୁ ପତ୍ରର ଏକକିତା ନକଲ ଦିଆଯାଇଛି ।

Leave A Reply

Your email address will not be published.