ଆଇନଜୀବୀ ଜୁବିନ ଦାଶଙ୍କୁ ସମ୍ମାନଜନକ ଫୁଲବ୍ରାଇଟ୍‌ ଫେଲୋସିପ୍‌ ପ୍ରଦାନ

ଭୁବନେଶ୍ୱର : ନ୍ୟୁୟର୍କର କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଏଲଏଲ.ଏମ୍‌ କରିବା ନେଇ ଭାରତର ସୁପ୍ରିମକୋର୍ଟର ଆଇନଜୀବୀ ଜୁବିନ ଦାଶଙ୍କୁ ମିଳିଲା ସମ୍ମାନଜନକ ଫୁଲବ୍ରାଇଟ୍‌ ଫେଲୋସିପ୍‌ । ସେ ଚଳିତ ବର୍ଷ ଏକମାତ୍ର ଓଡ଼ିଆ ଭାବେ ଏହି ଯୋଗ୍ୟତାର ଅଧିକାରୀ ହୋଇ ପାରିଛନ୍ତି, ଯାହାକି ବିଶ୍ୱର ସବୁଠୁ ଅଦ୍ୱିତୀୟ ଶୈକ୍ଷିକ ପ୍ରୋତ୍ସାହନ । ଏହା ସଂଯୁକ୍ତ ରାଷ୍ଟ୍ର (ୟୁଏସ୍‌) ସମେତ ୧୫୦ରୁ ଅଧିକ ଦେଶ ମଧ୍ୟରେ ସଞ୍ଚାଳିତ ହୋଇଥାଏ ।

Leave A Reply

Your email address will not be published.