jsm

ମାଣ୍ଡୋସିଲ ଜୁନିୟର କଲେଜରେ ବନ ମହୋତ୍ସବ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି । ଏହି ବନ ମହୋତ୍ସବରେ ସମସ୍ତ ଅଧ୍ୟାପକ ନାରାୟଣ ନାଏକ, ତେଜରାଜ ସାହୁ, ପରମେଶ୍ୱର ସାହୁ, ବୈବସୁତ ପ୍ରଧାନ, ରିପନ କୁମାର ସାହୁ, ଭେଙ୍କଟ ରମଣ ପ୍ରଧାନ, ଶଙ୍କର ମହାକୁର, ହେମନ୍ତ ବରିହା, ପ୍ରେମ କୁମାର ସାହୁ, ମହମ୍ମଦ ସାହିଦ, ଅଧ୍ୟାପିକା ଅନାମିକା ସାହୁ, ଜୟଶ୍ରୀ ମେହେର, ବିରେନ୍ଦ୍ରୀକା ତାଣ୍ଡି, କର୍ମଚାରୀ ଦୁବେଇ ରଣା, ସୂର୍ଯ୍ୟ ନାରାୟଣ ଖୁଣ୍ଟିଆ, ମୁକେଶ ପ୍ରଧାନ, ନରେଶ୍ୱର ସାହୁ, ଦେବରାଜ ମେହେର, ଅରକ୍ଷିତ ସରିଆ, ଖଗପତି ଭୋଇ, ଲାଲା ପଟେଲ, ତପନ ପ୍ରଧାନ, ଗୋବର୍ଦ୍ଧନ କୁମ୍ଭାର, ବିନୋଦ କୁମ୍ଭାର, ଦମୟନ୍ତି ରଣା ତଥା ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଛନ୍ତି ।

yuvodaya
Leave A Reply

Your email address will not be published.