ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୌସୁମୀ ବର୍ଷା ଆରମ୍ଭ ହେବା ସହ ଡାଇରିଆ, ଜଣ୍ଡିସ୍ ଏବଂ ଟାଇଫଏଡ୍ ଭଳି ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । ଏଥିପାଇଁ ଅଧିକ ସତର୍କ ରୁହନ୍ତୁ । ତଟକା ଖାଦ୍ୟ ଖାଆନ୍ତୁ ଓ ଫୁଟାପାଣି ଅଥବା ହାଲୋଜେନ୍ ବଟିକା ପଡିଥିବା ପାଣି ପିଅନ୍ତୁ । ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.