୧ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କମିରାର ବିଜୟ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା‌ ପଞ୍ଚାୟତ କମିରା ଗ୍ରାମର ଚିତ୍ରଶିଳ୍ପୀ ବିଜୟ ସାହୁ ମାଟିରେ ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି । ଶିଳ୍ପୀ ଶ୍ରୀ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ ଗର୍ବ କରୁଛନ୍ତି ।

Leave A Reply

Your email address will not be published.