ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଶ୍ରୀଜୀଉଙ୍କର ନେତ୍ରୋତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ନୀତି ପରେ ଶ୍ରୀଜୀଉଙ୍କୁ ନବବସ୍ତ୍ର ପରିଧାନ କରି ପୂଜାକାର୍ଯ୍ୟ କରାଯାଇଥିଲା । ପୂଜା କାର୍ଯ୍ୟ କରିଥିଲେ ଶ୍ରୀ ମନ୍ଦିର ପୂଜକ ତଥା କର୍ମ କାଣ୍ଡ ବିଶାରଦ ପଣ୍ଡିତ ସୁବାଷ ପାଢ଼ୀ । ମନ୍ଦିର ସଭାପତି ସନ୍ତୋଷ ସାହୁ, ସମ୍ପାଦକ ଭାଗିରଥି ଧରୁଆ, ପ୍ରଶାନ୍ତ ରଣା, ଦେବ ହଂସ, ବୃଷବ ବରିହା, ଅମୃତ ବରିହା ତଥା ଗ୍ରାମବାସୀ ଭକ୍ତମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.