jayashree

ଖାଇବା ତେଲ ଦାମ୍‌ ୧୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବ୍ରାଣ୍ଡେଡ ଖାଇବା ତେଲର ଲିଟର ପିଛା ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମିବାରୁ ଭାରତରେ ପାମ୍‌ ଅଏଲ୍‌, ସନ୍‌ ଫ୍ଲାୱାର ଓ ସୋୟାବିନ୍‌ ଅଏଲ୍‌ର ଦାମ ହ୍ରାସ ପାଇଛି । ପାମ୍‌ ଅଏଲ୍‌ ଦାମ୍‌ରେ ଲିଟର ପିଛା ୭-୮ ଟଙ୍କା, ସନ୍‌ ଫ୍ଲାୱାର ଅଏଲ୍‌ ଦାମରେ ୧୦ରୁ ୧୫ ଟଙ୍କା ଓ ସୋୟାବିନ ଅଏଲ ଦାମରେ ୫ ଟଙ୍କା ହ୍ରାସ ଘଟିଛି ।

Leave A Reply

Your email address will not be published.