ଭରସୁଜା ଛେଲିଆପାଟ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଡୁଡୁକା, (କେପିଏନ୍‌ଏସ୍‌) : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଆଗଲପୁୂର ବ୍ଲକ ଭରସୁଜା ଛେଲିଆପାଟ ନୋଡାଲ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍କୁଲ ପକ୍ଷରୁ ଇକୋକ୍ଲବ ଭାରପ୍ରାପ୍ତ ଶିକ୍ଷକ ଆନନ୍ଦ ସାହୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମାଙ୍କ ଠାରୁ ମାନପତ୍ର ସହ ୨୦ ହଜାର ଟଙ୍କାର ଏକ ଚେକ୍‌ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.