ବଲାଙ୍ଗିର ଜିଲ୍ଲାର ଏଚ୍‌ଏସ୍‌ଟି ପର୍ଯ୍ୟାୟ ୨ରେ ୧୦୦ଟି ବିଦ୍ୟାଳୟ ଶୀଘ୍ର ଉତ୍ସର୍ଗ କରାଯିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରାକର ପାଠପଢାକୁ ନେଇ ବହୁତ ଗୁଡାଏ ଯୋଜନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଏଚ୍‌ଏସ୍‌ଟି ପର୍ଯ୍ୟାୟ ୨ରେ ୧୦୦ଟି ବିଦ୍ୟାଳୟକୁ ଶୀଘ୍ର ଉତ୍ସର୍ଗ କରାଯିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହାକୁ ନେଇ ବିଦ୍ୟାଳୟଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାପ୍ରଶାସକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.