ଆଫଗାନିସ୍ତାନରେ ବିସ୍ଫୋରଣ : ୯ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ : ଆଫଗାନିସ୍ତାର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ଶରିଫ୍‌ରେ ଏକ ମିନି ବସରେ ବିସ୍ଫୋରଣ ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ତେବେ ଏହି ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.