Monthly Archives

October 2026

ବାତ୍ୟା ଅର୍ଣ୍ଣବ ପ୍ରସ୍ତୁତି : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷାର ଆଶଙ୍କା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦେବାଶିଷ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ…
Read More...

ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ : ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ଶପଥ ନେଲେ ଅଧିକାରୀ ଓ କର୍ମଚାରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଉଲ୍ଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଆଜି ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’ । ଏହି…
Read More...

ଏସସି/ଏସଟି ଠିକାଦାର ସଂଘର ସଭାପତି ଭାବେ ସର୍ଜନ ଓ ସଂପାଦକ ଭାବେ ଦିଗସେନ ମନୋନୀତ

ଠିକା କାମରେ ୪୦ ପ୍ରତିଶତ ସଂରକ୍ଷଣ ଦାବି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଲ୍ ଓଡ଼ିଶା ଏସସି/ଏସଟି ୱେଲ୍‌ଫେୟାର ଠିକାଦାର ମହାସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏସସି ଓ ଏସଟି ଠିକାଦାର ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ସଂଘର ପଞ୍ଜୀକରଣ ପ୍ରସ୍ତାବ ନେଇ…
Read More...

ଛତ୍ରପୁର କୋରିଓଗ୍ରାଫର ଆସୋସିଏସନ୍‌ର ୧୦ମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କୋରିଓଗ୍ରାଫର ଆସୋସିଏସନ୍‌ର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି କେ.ସତ୍ୟନାରାୟଣ ରେଡ୍ଡୀଙ୍କ ସଭାପତିତ୍ୱରେ ସମସ୍ତ ସଦସ୍ୟଗଣ ଅନୁଷ୍ଠାନର ଆଭିମୁଖ୍ୟ ଓ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର…
Read More...

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ), ଓଡ଼ିଶା ସିଜିଏମଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ଉଦଘାଟିତ ହୋଇଛି । ଏହି ଅବସରରେ ସଚ୍ଚୋଟତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏସଏନଏଲ, ଓଡ଼ିଶାର ସିଜିଏମ୍…
Read More...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ୍ ସଚିବ ଡଃ ଟି. ଭି. ସୋମନାଥନ ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ସମ୍ଭାବ୍ୟ…
Read More...

ରେଳମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜୟପୁର-ଟାଟାନଗର-ସାନ୍ତ୍ରାଗାଛି ଏକ୍ସପ୍ରେସର ଶୁଭାରମ୍ଭ

ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମଧ୍ୟରେ ରେଳ ସଂଯୋଗ ହେବ ଅଧିକ ସୁଦୃଢ଼ ରେଳ ସେବାର ଉନ୍ନତି ଦ୍ୱାରା ନିଯୁକ୍ତି, ଶିକ୍ଷା ଓ ବାଣିଜ୍ୟକୁ ମିଳିବ ପ୍ରୋତ୍ସାହନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପଶ୍ଚିମବଙ୍ଗର…
Read More...

୧୨ତମ ବ୍ରିକ୍ସ ସଂସଦୀୟ ମଞ୍ଚ ଉଦ୍ଘାଟିତ, ଜନକୈନ୍ଦ୍ରିକ ବିକାଶ ପାଇଁ ସଂସଦକୁ ସଶକ୍ତ କରିବା ଉପରେ ଗୁରୁତ୍ୱ

ବ୍ରିକ୍ସ ଦେଶଗୁଡ଼ିକର ସଂସଦୀୟ ପ୍ରତିନିଧିମଣ୍ଡଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବ୍ରିକ୍ସର ମିଳିତ ବିବୃତି ଗୃହୀତ ହେବା ଐତିହାସିକ ସଫଳତା: ଲୋକସଭା ବାଚସ୍ପତି ଆଲୋଚନାକୁ ପ୍ରକୃତ ପରିଣାମରେ ପରିଣତ କରିବା ହିଁ ବ୍ରିକ୍ସର ପ୍ରକୃତ ସଫଳତା:…
Read More...

ସିପିଗ୍ରାମ୍ସ ଜରିଆରେ ଓଡ଼ିଶାର ଦୁଇଟି ଜନଅଭିଯୋଗର ସମାଧାନ

ଲକ୍ଷ୍ମୀଧରପୁରରେ ପାନୀୟ ଜଳ ଯୋଗାଣ ପୁନଃସ୍ଥାପିତ, ଖଲାଗାଁରେ ବୃକ୍ଷରୋପଣ କାର୍ଯ୍ୟର ଯାଞ୍ଚ ନୂଆଦିଲ୍ଲୀ, (ପିଆଇବି) : ନାଗରିକ ଓ ସରକାରଙ୍କ ଭିତରେ ସେତୁ ଭଳି କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଓ ପର୍ଯ୍ୟବେକ୍ଷଣ (ସିପିଗ୍ରାମ୍ସ)…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଜୟପାଟଣା, (ଶେଷଦେବ ବେହେରା) : ଗତ ଶନିବାର ଦିନ ପୂର୍ବାହ୍ନରେ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉପରେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରି ମୁଣ୍ଡ ଉପରେ ଶକ୍ତ ଆଘାତ ଆଣିଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଗ୍ରାମବାସୀମାନେ ମରଣ ମୁଁହରୁ ଉଦ୍ଧାର କରିଥିବା ସୁଚନା ମିଳିଛି ।…
Read More...