Daily Archives

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ । ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ…
Read More...

ନବରାତ୍ରୀର ପଞ୍ଚମ ଦିନରେ ମା’ ସୁରେଶ୍ୱରୀଙ୍କ ସ୍କନ୍ଦମାତା ବେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶାରଦୀୟ ନବରାତ୍ରୀର ପଞ୍ଚମ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା' ଦୁର୍ଗାଙ୍କ ସ୍କନ୍ଦମାତା ବେଶ ଅନୁଷ୍ଠିତ ହୋଇଛି । ଏହି ଦିବ୍ୟ ବେଶରେ ତିନି ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ…
Read More...

ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ଓ ଆର୍ଥିକ ସହାୟତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେବାଶିଷ ସିଂହ ୧୦ ଜଣ ପିତୃମାତୃ ହୀନ ଶିଶୁଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ଓ ଆର୍ଥିକ ସହାୟତାରେ ପ୍ରତ୍ୟେକଙ୍କୁ ୨୦ ହଜାର…
Read More...

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ଓ କ୍ଷେତ୍ର ପରିଦର୍ଶିକାମାନଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ପୂର୍ଣ୍ଣିମା ବୈଠାରୁଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଭବନ, ମୁରିବାହାଲଠାରେ ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପ ସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ଓ କ୍ଷେତ୍ର…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ଅନୁଷ୍ଠିତ ପ୍ରଥମ ଛାତ୍ର ସଂସଦ ନିର୍ବାଚନରେ ପୀତବାସ ରଣା ସଭାପତି ଓ ଗଗନ ମହାକୁର ସାଧାରଣ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା(୧୯୯୮-୯୯)ର ଦୀର୍ଘ ୨୮ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…
Read More...

କର୍ଣ୍ଣେଲ ସି. କେ. ନାଇଡୁ ଟ୍ରଫି ଉଦ୍‌ଯାପିତ

ବିହାରକୁ ହରାଇ ଓଡିଶା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ଠାରେ କର୍ଣ୍ଣେଲ ସି. କେ. ନାଇଡୁ ଟ୍ରଫି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଓ ଓଡିଶା କ୍ରିକେଟ ଆସୋସିଏସନ ମିଳିତ ଆୟୋଜନରେ ଓଡିଶା ଦଳ ବିହାର ଦଳକୁ ହରାଇ…
Read More...

ଅଏଁଲାଚୁଆଁ ଗାଁରେ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ବରକାନି ପଂଚାୟତର ଅଏଁଲାଚୁଆଁ ଗାଁରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ପାଖକୁ ଯାଇ ସେଠାରେ ଲୋକେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ଆଲୋଚନା ସମୟରେ ସ୍ଥାନୀୟ ଲୋକେ ବିଶେଷ କରି…
Read More...

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ୨୦୨୬ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣର ଶେଷ ତାରିଖକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ନଭେମ୍ବର…
Read More...

‘ସେବା ସଂକଳ୍ପ ଅଭିଯାନ’ରେ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ସେବା ଓ ସମର୍ପଣ ଉପଲକ୍ଷେ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ବସ୍ତରରେ ୧,୫୭୦ରୁ ଅଧିକ ହିତାଧିକାରୀ ‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ନକ୍ସଲମୁକ୍ତ ଭାରତ…
Read More...

ଲଦାଖରେ ୩,୩୫୦ କୋଟି ଟଙ୍କାର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲଦାଖରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି; ଏହି ପ୍ରକଳ୍ପଗୁଡ଼ିକ ଯାତାୟାତକୁ ସୁଗମ କରିବା ସହ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଜଳ ଉପଲବ୍ଧତା ବୃଦ୍ଧି କରିବ ଏବଂ ଆମର ପ୍ରାଚୀନ ଐତିହ୍ୟର ସଂରକ୍ଷଣକୁ ନୂଆ ଗତି ଦେବ : ପ୍ରଧାନମନ୍ତ୍ରୀ ଲଦାଖର ନୂତନ ପିଢ଼ି…
Read More...