ଟିଟିଲାଗଡ଼ରେ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : ପେନାଲଟିରେ ଖଜୁରପଡ଼ା ଓ ଜଗୁଆ ବିଜୟୀ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଷ୍ଟାଡିୟମରେ ଜମୁଛି ବଲାଙ୍ଗିର ଜିଲ୍ଲା ସିନିୟର ଡିଷ୍ଟ୍ରିକ୍ଟ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତା । ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ତୃତୀୟ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ!-->…
Read More...
Read More...