କଣ୍ଟାବାଞ୍ଜିରେ ଓଜେସିର ନୂଆଖାଇ ଭେଟଘାଟ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) କଣ୍ଟାବାଞ୍ଜି ହୋଟେଲ ରୟାଲ ଟ୍ୟୁଲିପ୍ରେ ଓଜେସି ପକ୍ଷରୁ ଆୟୋଜିତ ହୋଇଥିଲା ନୂଆଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୁକିମ୍!-->…
Read More...
Read More...