ବଲାଙ୍ଗିର ଜିଲ୍ଲା ସିନିୟର୍ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ତେତେଲଖୁଣ୍ଟି ବିଜୟୀ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଏଥଲେଟିକ୍ ଏସୋସିଏସନ ତରଫରୁ ୧୨ ତାରିଖ ପର୍ଯ୍ୟନ୍ତ ସିନିୟର୍ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଲୋଇସିଂହା ଷ୍ଟାଡିୟମ୍ ଠାରେ ପୁଲ୍ ୨, ଗ୍ରୁପ ଜିର ପ୍ରଥମ ମ୍ୟାଚ ତେତେଲଖୁଣ୍ଟି ଓ ଫାସଡ ମଧ୍ୟରେ!-->…
Read More...
Read More...