୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀ ଗିରଫ
ରାଉରକେଲା, (ସସ୍ମିତା ପ୍ରଧାନ) : ୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠିକୁ ଠକେଇ କରିଥିବା ଅଭିଯୋଗରେ ରାଉରକେଲା ପୁଲିସ ରାଉରକେଲା ସ୍ୱତନ୍ତ୍ର ଜେଲର ଜଣେ ସଫେଇ କର୍ମଚାରୀଙ୍କୁ ଗିରଫ କରିଛି । ରାଉରକେଲା ସ୍ୱତନ୍ତ୍ର ଜେଲର ସରକାରୀ ପାଣ୍ଠି ଆକାଉଣ୍ଟରୁ ୫,୦୦,୦୦୦ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ!-->…
Read More...
Read More...