ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ଉଭୟ ସଦନରେ ୧୨ ବିଲ୍ ଗୃହୀତ
ନୂଆଦିଲ୍ଲୀ, (ପିଆଇବି) : ଗତ ଜୁଲାଇ ୨୦ ତାରିଖ, ସୋମବାରରୁ ଆରମ୍ଭ ହୋଇଥିବା ସଂସଦର ୨୦୨୬ ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ତାରିଖ, ଗୁରୁବାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଛି। ୨୫ ଦିନର ଏହି ଅବଧି ମଧ୍ୟରେ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଅଧିବେଶନ ସମୟରେ ଲୋକସଭାରେ ୧୧ଟି!-->…
Read More...
Read More...