ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ସ୍ଵାଧିନତା ଦିବସ ପାଳନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ୮୦ତମ ସ୍ଵାଧିନତା ଦିବସ ପାଳନ ହୋଇଯାଇଛି । ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସମ୍ପାଦକ ଭୁବନେଶ୍ୱର ଶାମଲ ମୁଖ୍ୟ ଅତିଥି!-->…
Read More...
Read More...