Monthly Archives

August 2026

“ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ୍” ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ‘ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ୍’ (ସି.ଆଇ.ଏସ.ଡି.) ପକ୍ଷରୁ କଟକର କୁଆଖାଇ ନଦୀର ତଟ, ଉତ୍ତମପୁର, କଟକ-୧୧ ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ
Read More...

ବାରବନ୍ଧରେ ପୁଣି ୧୮ ଟିକିଆ ହାତୀପଲଙ୍କ ଉତ୍ପାତ

ହାତୀପଲ ଚାଉଳ ସହ ଖାଇଲେ କି ଘରେ ଥିବା ଏକ ଭରି ସୁନା ଓ ୩୫ ହଜାର ଟଙ୍କା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାରୀ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଏବେ ଏହି ହାତୀପଲ ଜଙ୍ଗଲ
Read More...

ଇନଷ୍ଟାଗ୍ରାମରୁ ପ୍ରେମ ଘରୁ ଫେରାର ନବମ ଶ୍ରେଣୀ ଛାତ୍ରୀ ପ୍ରେମିକ ସହ ଉଦ୍ଧାର

ଅଭିଯୁକ୍ତ ପ୍ରେମିକ ପୋକସୋ କୋର୍ଟ ଚାଲାଣ, ଜେଲ୍ ଗଲା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବଲାଙ୍ଗିର ଜିଲ୍ଲାର ଜଣେ ୧୪ବର୍ଷୀୟା ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଓ ବରଗଡ଼ ଜିଲ୍ଲାରେ ଥିବା ତାଙ୍କ ତଥାକଥିତ ୧୮ବର୍ଷୀୟ ପ୍ରେମିକଙ୍କ ମଧ୍ୟରେ ଗତ ୫ମାସ
Read More...

ହାତୀ ଉପଦ୍ରବରେ ଭୟଭୀତ ଗାଁ : ନଷ୍ଟ ହେଉଛି ଚାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିକାଛିଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ । ଖଇସବାହାଲି ଓ କନକପୁର ଗାଁରେ ହାତୀଙ୍କ ଚଳପ୍ରଚଳକୁ ନେଇ ଭୟଭୀତ ସ୍ଥାନୀୟ ଲୋକେ । ହାତୀପଲ ଚାଷ ଜମିରେ ପଶି ରୁଆ ଧାନ ସହ ଚାଷକୁ ଦଳି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀଙ୍କ
Read More...

ଗଙ୍ଗାଧର ମେହେରଙ୍କ ସାହିତ୍ୟ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ୨-୩୦ ମିନିଟ୍‌ ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ସଭାରେ ଦୀପ ପ୍ରଜ୍ୱଳନ ସହ ସଭାପତିତ୍ୱ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁନ୍ଧତୀ ବଢେଇ । ମୁଖ୍ୟ ଅତିଥି
Read More...

୩୨ତମ ରାଜ୍ୟସ୍ତରୀୟ ଉସୁ ଚାମ୍ପିଅନସିପ -୨୦୨୬

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ ଠାରେ ଅନୁଷ୍ଠିତ ହୋଇଥିବା ଉସୁ ଚାମ୍ପିଅନସିପରେ ଡେଲାଙ୍ଗ ରାଧାକାନ୍ତ ବିଦ୍ୟାପୀଠର କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ରୁଦ୍ର ମଲ୍ଲିକ, ସୂର୍ଯ୍ୟକାନ୍ତ ମଲିକ କାଂସ୍ୟ ପଦକ, ସାଇ ପ୍ରତୀକ ମାଝୀ ରୌପ୍ୟ ପଦକ, ଶୁଭଙ୍କର
Read More...

ବଲାଙ୍ଗିରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତାଙ୍କ ଚିକିତ୍ସା କେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ତଥା ଜାତୀୟସ୍ତରର ଖ୍ୟାତନାମା ୟୁରୋଲୋଜିଷ୍ଟ, ଆଣ୍ଡ୍ରିଓଲୋଜିଷ୍ଟ କିଡ଼ନୀ ପ୍ରତ୍ୟାରୋପଣ ବିଶେଷଜ୍ଞ ତଥା ରାଜ୍ୟର ଚିକିତ୍ସା ବିଜ୍ଞାନର ପ୍ରତିଷ୍ଠାତା କୁଳପତି ଡା. ଦତ୍ତ୍ୱେଶ୍ୱର ହୋତା ବଲାଙ୍ଗିର ରାଧାରାଣୀପଡା ଠାରେ ଏକ ନିଃଶୁଳ୍କ ଚିକିତ୍ସା କେନ୍ଦ୍ର
Read More...

ଜାତୀୟ କ୍ରୀଡ଼ା ଦିବସରେ ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍ – ଖେଲ୍ କି ବାତ୍, ପିଏମ୍ ମୋଦୀ କେ…

ଯୁବ ଖେଳାଳିଙ୍କୁ କ୍ରୀଡ଼ା, ଯୁବ ନେତୃତ୍ୱ ଓ ବିକଶିତ ଭାରତ ଉପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ଯୁବବର୍ଗ, ଖେଳାଳି ଓ ନୀତି ନିର୍ମାତାଙ୍କୁ ଏକାଠି କରିବ ‘ଖେଲୋ ଇଣ୍ଡିଆ ଡାଏଲଗ୍’ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପାଳନ
Read More...

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା ପୂର୍ଣ୍ଣ

• ୧୫୦୦ ରୁ ଅଧିକ ପୋଡ଼ା ରୋଗୀଙ୍କୁ ସଫଳ ଚିକିତ୍ସା ପ୍ରଦାନ, ୭,୦୦୦ ରୁ ଅଧିକ ସୌନ୍ଦର୍ଯ୍ୟକରଣ ଏବଂ ସଂଶୋଧନ ଅସ୍ତ୍ରୋପଚାର• ଶୀଘ୍ର ପ୍ରତିଷ୍ଠା ହେବ ସ୍କିନ୍ ବ୍ୟାଙ୍କ ଏବଂ ଟିସୁ ପ୍ରତିରୋପଣ ୟୁନିଟ ଭୁବନେଶ୍ୱର, (ପିଆଇବି) : ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ
Read More...

ପାନୀୟ ଜଳ ଟାଙ୍କି ଓ ଫିଲ୍ଟରର ସ୍ୱଚ୍ଛତା ଓ ଜୀବାଣୁମୁକ୍ତି ପାଇଁ ଭାରତୀୟ ରେଳବାଇର ସ୍ୱତନ୍ତ୍ର ଅଭିଯାନ

ପାନୀୟ ଜଳ ଭିତ୍ତିଭୂମିର ସୁଧାର ପାଇଁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ; ଷ୍ଟେସନ-ୱାରୀ ପଦକ୍ଷେପ ଉପରେ ରହିବ ନଜର ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ଏହାର ନେଟୱାର୍କରେ ପାନୀୟ ଜଳକୁ ନେଇ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ରେଳ
Read More...