କଳାହାଣ୍ଡିର ଚାଷ ଜମିକୁ ଉପେକ୍ଷା : କାହା ସ୍ୱାର୍ଥରେ ଇନ୍ଦ୍ରାବତୀରୁ ଅଧିକ ବିଦ୍ୟୁତ ଉତ୍ପାଦନ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଚାଷୀଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଇନ୍ଦ୍ରାବତୀ ପ୍ରକଳ୍ପରୁ ଦୈନିକ ହାରାହାରି ୨୫୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଚାଲିଥିବାରୁ ଆଗାମୀ ଖରିଫ ସମୟରେ ଜଳ ସେଚନ କେମିତି ହେବ ବୋଲି ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢି ସାରିଲାଣି । ଇନ୍ଦ୍ରାବତୀ!-->…
Read More...
Read More...