Monthly Archives

June 2026

ଭିଜିଲାନ୍ସ ହାତରେ ଜଳ ଛାୟା ପ୍ରକଳ୍ପ ମନରେଗା ସହାୟିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜଳ ଛାୟା ପ୍ରକଳ୍ପ ବିଭାଗର ମନରେଗା ସହାୟିକା ପ୍ରିୟଙ୍କା ଜେନା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାନୁଯାୟୀ ପ୍ରିୟଙ୍କା ଜଣେ ହିତାଧିକାରୀଙ୍କ ଠାରୁ ତାଙ୍କ ଫାର୍ମ ପଣ୍ଡ୍‌ର ବିଲ କରିବା ପାଇଁ ୩୫ ହଜାର ଟଙ୍କା ଦାବୀ
Read More...

ଷ୍ଟିଲ ସିଟି ପ୍ରିମିୟର ଲିଗ୍ ପାଇଁ ଖେଳାଳୀ ନିଲାମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ପ୍ରଥମ ଥର ପାଇଁ ଷ୍ଟିଲ ସିଟି ପ୍ରିମିୟର ଲିଗ୍‌ର ୧୬ ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଏକ ନିଲାମ କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ୍ ମନ୍ତ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟି ୱେଣ୍ଟି ପ୍ରତିଯୋଗିତା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା ତଥା
Read More...

ତିତିଲି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ତିତିଲି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ହଷ୍ଟେଲ୍ସର ଅଧ୍ୟକ୍ଷ ତଥା ବେଙ୍ଗଲୀ ଆସୋସିଏସନ୍, ରାଉରକେଲାର ସଚିବ ବୁଦ୍ଧଦେବ ବାସୁ, କୋଶଲ୍
Read More...

ବେଆଇନ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆର୍‌ଏସ୍‌ପି ଓ ପୋଲିସର ମିଳିତ ପ୍ରଶାସନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ କିଛିଦିନ ହେଲା ଡ୍ରଗ୍ସ କାରବାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାଉରକେଲା ସହରରର ମିନାପଡା ଅଞ୍ଚଳରେ ବାରମ୍ବାର ରେଡ୍ ହେବା ପରେ, ଆଜି ରାଉରକେଲା ପୋଲିସ୍ ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ଅଭିଯାନରେ ଡ୍ରଗ୍ସ (ବ୍ରାଉନ ସୁଗାର)
Read More...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ

ତୁଷୁରା, (କେପିଏନ୍‌ଏସ୍‌) : ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସମରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କ ଆବାହକତ୍ୱରେ ଓ ବିଇଓ ନମିତା ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ପ୍ରଶାସନ ପକ୍ଷରୁ ଏସ୍‌ଆଇଆର୍‌ ସମ୍ପର୍କରେ ଶୋଭାଯାତ୍ରା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ଚାଲିଥିବା ସ୍ଵତନ୍ତ୍ର ସଂଶୋଧନ ଏସ୍‌ଆଇଆର୍‌ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଆଜି ସକାଳ ଠିକ୍ ନଅଟା ବେଳେ କେସିଙ୍ଗା ଏନ୍‌ଏସିରୁ
Read More...

ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସହ ଅନୁବନ୍ଧିତ ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତକୋତ୍ତର ଓ ସ୍ନାତକ ପରୀକ୍ଷା ଫଳ ପୁସ୍ତିକା କୁଳପତିଙ୍କ ଅନୁମୋଦନ କ୍ରମେ ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟରେ ଉନ୍ମୋଚନ କରାଗଲା
Read More...

ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ୩୫ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ୩୫ତମ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଲାୟନ୍ସ ଭବନଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ସେବା, ନେତୃତ୍ୱ ଓ
Read More...

ରକ୍ତଦାନ ସଚେତନତା ବାର୍ତ୍ତା ନେଇ ନିଷ୍ଠା ପରିବାରର ମୋଟର ସାଇକେଲ ରାଲି

ବରଗଡ, (ମୁନ୍ନା ସାହୁ) : ଆସନ୍ତା ଜୁନ ୧୪ ତାରିଖରେ ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ତଥା ବିଶ୍ୱ ରକ୍ତଦାତା ଦିବସ । ୧୬ ବର୍ଷରେ ପାଦ ଦେଲା ନିଷ୍ଠା ପରିବାର । ଏନେଇ ବରଗଡ଼ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଠାରେ ନିଷ୍ଠା ପରିବାର ତରଫରୁ
Read More...

ସିମେଣ୍ଟ ଠିକା କର୍ମଚାରୀ ସଂଘ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି ଶ୍ରମିକ ମାନେ । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ବରଗଡ଼ ଆଦାନୀ ଗ୍ରୁପ୍‌ର ସିମେଣ୍ଟ କାରଖାନାରେ ଉତ୍ପାଦନ ବନ୍ଦ ରହିଛି । ଫଳରେ ସେଠାରେ
Read More...