Daily Archives

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗଞ୍ଜାମ ଜିଲ୍ଲାର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏଣିକି ହିତାଧିକାରୀମାନେ ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ, ତେଣୁ ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ସାଧୁବାଦ୍ ଜଣାଇ
Read More...

ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଭବନ (ଛତ୍ରପୁର) ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ସିଧାପ୍ରସାରଣକୁ ଆଭାସୀ ମାଧ୍ୟମ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ସୋରଡ଼ାର ବିଧାୟକ ନୀଳମଣି
Read More...

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଯୋଗଦେଲେ ମନ୍ତ୍ରୀ ରବି ନାଏକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ସାମିଲ କରାଯାଇ ସେମାନଙ୍କର ମୁଣ୍ଡପିଛା ୫ କିଲୋଗ୍ରାମ
Read More...

ପାତାଳୀ ଶ୍ରୀକ୍ଷେତ୍ରରେ ଅଘଟଣ : ପାହାଡରୁ ଖସିପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରରେ ଘଟିଛି ଏକ ଦୁଃଖ ଦାୟକ ଘଟଣା । ପାତାଳୀ ଜଗନ୍ନାଥ ଦର୍ଶନ ସାରି ଉପରକୁ ବୁଲିବାକୁ ଯାଇଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ
Read More...

ଭୋଟର ତାଲିକାର ସ୍ୱଚ୍ଛତା, ନିର୍ଭୁଲତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ତାଲିକାର ସ୍ୱଚ୍ଛତା, ନିର୍ଭୁଲତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସର୍ବାଧିକ ଜନସହଭାଗିତା ସୁନିଶ୍ଚିତ କରିବା ଲକ୍ଷ୍ୟରେ SIR-2026କୁ ସଫଳ ଓ ତ୍ରୁଟିହୀନ ଭାବେ କାର୍ଯ୍ୟକାରୀ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ
Read More...

ବାଲିଗୁଡା ଏନଏସିର ୧୫ ତମ କାଉନସିଲ ବୈଠକ : ସ୍ୱଚ୍ଛତା ପରିମଳ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୧୫ ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଶୁକ୍ରବାର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା
Read More...

ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ବାଲିଗୁଡ଼ା ଏନ୍ଏସିରେ
Read More...

ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରୋତ୍ ବଜାରରେ ଦହିପାଣି ବଣ୍ଟନ

​ଆଗଲପୁର, (ସୁଶିଲ କୁମାର ମିଶ୍ର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ 'ବିଙ୍ଗହ୍ୟୁମାନ ଫାଉଣ୍ଡେସନ'ର ଆଗଲପୁର ଶାଖା ପକ୍ଷରୁ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋତ୍ ସାପ୍ତାହିକ ବଜାରରେ ଫାଉଣ୍ଡେସନ ପକ୍ଷରୁ ପଥଚାରୀ ଓ ବ୍ୟବସାୟୀଙ୍କ ପାଇଁ
Read More...

କଂଗ୍ରେସ ପକ୍ଷରୁ କପା ଚାଷୀ ସଂଗଠନ ଗଠନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସର୍କିଟ ହାଉସ ଠାରେ କପା ଚାଷୀଙ୍କୁ ନେଇ କଂଗ୍ରେସର ବଡ ବୈଠକ । ୭ ଗୋଟି ଜିଲ୍ଲାର କପା ଚାଷୀଙ୍କୁ ନେଇ ଗଠିତ ହେଲା କପା ଚାଷୀ ସଙ୍ଗଠନ । ଆଗାମୀ ଦିନରେ କପା ଚାଷୀଙ୍କ ପାଇଁ କରିବ ସଂଗ୍ରାମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ
Read More...

ଏନଟିଏର ଡିଜିଙ୍କ ସହ ନିଟ୍‌ ପୁନଃପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କ୍ୟାବିନେଟ ସଚିବ ଡକ୍ଟର ଟି. ଭି. ସୋମନାଥନ

ପୁନଃପରୀକ୍ଷା ଆୟୋଜନରେ ନିରପେକ୍ଷତା ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରାଯିବଏଥିରେ କୌଣସି ପ୍ରକାର ବାଧା ସୃଷ୍ଟି କିମ୍ବା ଜାଲିଆତି ଅଥବା ସମସ୍ୟା ଉତ୍ପନ୍ନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଲେ କ୍ୟାବିନେଟ ସଚିବ ନୂଆଦିଲ୍ଲୀ, (ପିଆଇବି)
Read More...