ମୋବାଇଲ ନମ୍ବରକୁ କେନ୍ଦ୍ରକରି ନାବାଳକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ସାନଡକଲା ଗାଁରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ୧୭ ବର୍ଷୀୟ ନାବାଳକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତ ନାବାଳକ ହେଲେ ସାନଡକଲା ଗ୍ରାମର ରାଜେଶ ମାଝି । ସୂଚନା!-->…
Read More...
Read More...