Monthly Archives

May 2026

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ସେକ୍ଟର -୫, ସି-୨୯ କାର୍ଯ୍ୟାଳୟ ଠାରେ ଉପସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରୀ ନାୟକ ଅନୁଷ୍ଠାନର ପତାକାକୁ ଉତ୍ତୋଳନ କରିଥିଲେ । ୟୁନିୟନର
Read More...

ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନପଡ଼ା ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା), ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଚନ୍ଦନ ଯାତ୍ରା ମହୋତ୍ସବ ଶୁକ୍ରବାର ଚନ୍ଦନ ତଥା ବୁଦ୍ଧ
Read More...

ଇଣ୍ଡିଆନ ଡେଟୋନେଟର ମଜଦୂର ସଭାର ଶ୍ରମିକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଡେଟୋନେଟର ମଜଦୁର ସଭା ପକ୍ଷରୁ ବାଲିଯୋଡି ଛକ ନିକଟସ୍ତ ୟୁନିୟନ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଧାରଣ ସଂପାଦକ ତଥା
Read More...

ରାଉରକେଲାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଓଡିଶା ଆରକ୍ଷୀ ବାହିନୀର ମୁଖ୍ୟ ତଥା ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ଅଧିନସ୍ଥ ରାଉରକେଲା, କେଉଁଝର ଓ ସୁନ୍ଦରଗଡ଼ ପୋଲିସ୍
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ବୁଡେନର ହିନ୍ଦୀ ଶିକ୍ଷକ ପ୍ରଫୁଲ୍ଲ ଶ୍ରୀଦାରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଗତ କାଲି ସ୍କୁଲ ପରିସର ମଧ୍ୟରେ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆଇ.ଆର୍.ଇ.ଏଲ୍.ପକ୍ଷରୁ ବଡ଼-ଆର୍ଯିପଲ୍ଲୀ ଠାକୁରାଣୀ ଯାତ୍ରାରେ ଜଳଛତ୍ର କେନ୍ଦ୍ର ଖୋଲିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ବଡ଼-ଆର୍ଯିପଲ୍ଲୀ ଗ୍ରାମରଠାକୁରାଣୀ ଯାତ୍ରା ଅବସରରେ ଗୁରୁବାର ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓ ସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ
Read More...

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

ଭାରତର ସାର ସୁରକ୍ଷା ସୁଦୃଢ଼, ସ୍ଥିର ଏବଂ ସୁବ୍ୟବସ୍ଥିତ ରହିଛି ଏବଂ ସମସ୍ତ ପ୍ରମୁଖ ସାରଗୁଡ଼ିକର ଉପଲବ୍ଧତା ଆବଶ୍ୟକତାଠାରୁ କ୍ରମାଗତ ଭାବେ ଅଧିକ ରହିଛିସାର ବିଭାଗ ଦ୍ୱାରା ୟୁରିଆ ଏବଂ ପି ଆଣ୍ଡ କେ ସାର ଉତ୍ପାଦନ ପାଇଁ ନିବେଶ ସାମଗ୍ରୀର ଉପଲବ୍ଧତା ନିୟମିତ ଭାବେ ସମୀକ୍ଷା
Read More...

ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସର ୨୦ଟି ବର୍ଦ୍ଧିତ କୋଚର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ…

ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ଜାମ୍ମୁ-କାଶ୍ମୀରର ବିକାଶ ଯାତ୍ରାକୁ ସୁଦୃଢ଼ କରୁଛି; ଅଶ୍ୱିନୀ ବୈଷ୍ଣବମନ୍ତ୍ରୀ କହିଛନ୍ତି ଯେ, ରେଳ ସଂଯୋଗ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥାଏ, ମାଲ ପରିବହନକୁ ବୃଦ୍ଧି କରିଥାଏ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହ୍ରାସ କରିଥାଏକାଶ୍ମୀର ଉପତ୍ୟକାରେ
Read More...

ଶ୍ରମିକ ଚାଲାଣକୁ ରୋକିବା ପାଇଁ ସଚେତନତା : ପୋଲିସ ପକ୍ଷରୁ ବାଇକ ରାଲିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରମିକ ଚାଲାଣକୁ ରୋକିବା ସହିତ ଶ୍ରମିକମାନେ ଦାଦନ କିମ୍ବା ବନ୍ଧକ ଶ୍ରମିକ ହେବାରୁ କିପରି ବର୍ତ୍ତିବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ରାଲି ଆୟୋଜନ କରାଯାଇଥିଲା । ସୁରକ୍ଷିତ ପ୍ରବାସ (ସେଫ
Read More...

ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଲୋଇସିଂହା ବ୍ଲକ ଗୁର୍ଜିଭଟା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବୁଢ଼ୀପଦର ଗ୍ରାମପଞ୍ଚାୟତର ସରପଞ୍ଚ ଯୁଧିଷ୍ଟିର ପଧାନ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ସୁନୀଲ ଦାସ ଓ
Read More...