ମିନାପାଲି ଭଗବତୀ ରାଇସ ମିଲରୁ ଧାନ ଚୋରି ମାମଲାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ମିନାପାଲି ଭଗବତୀ ରାଇସ ମିଲରୁ କିଛି ଦୁର୍ବୃତ୍ତ ଧାନ ବସ୍ତା ଚୋରେଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ରାଇସ ମିଲକୁ ଯିବା ସହ ସିସିଟିଭି ଯାଞ୍ଚ କରିବା ସହ ଫୁଟେଜକୁ!-->…
Read More...
Read More...